OTET p-1 SET-1 (Full Length Mock Test )

No. of questions -150

Time - 150 min

No Negative marking

Q1-Q30 : Child Development , Q31-Q60 : Odia , Q61 -Q90 : English , Q91 - Q120: Mathematics , Q121 - Q150 : EVS

ବୌଦ୍ଧିକ ବିକାଶ କହିଲେ ଆମେ ବୁଝୁ ‌‌‌‌‌‌‌‌______

କେଉଁ ପର୍ଯ୍ୟାୟରେ ବିକାଶର ବେଗ ଦ୍ରୁତ ହୋଇଥାଏ ?

ବସ୍ତୁର ନିତ୍ୟତା ସମ୍ୱନ୍ଧୀୟ ପ୍ରଣାଳୀ କେଉଁ ପର୍ଯ୍ୟାୟରେ ପିଲା ବୁଝିବାକୁ ସମର୍ଥ ହୁଏ ?

ଶିଶୁର ବିକାଶକୁ ପ୍ରଭାବିତ କରିଥାଏ_________

ଏଥି ମଧ୍ୟରୁ କେଊଁଟି ଏକ ଅପ୍ରୀତିକର ଆବେଗ ନୁହେଁ

ହରଲକଂକ ମତରେ ଆଦ୍ୟ କୈଶୋରାବସ୍ଥାର ଶିଶୁର ଆବଶ୍ୟକତା ଗୁଡିକ ପୂରଣ କରିବାପାଇଁ ମୂଖ୍ୟତଃ କେତୋଟି ଦିଗକୁ ବିଚାର କରାଯାଇଥାଏ ?

କ୍ରିକେଟ ଖେଳାଳି ବ୍ୟାଟ୍ ଉଠାଇଲେ ଦର୍ଶକ ଅନୁରୂପ ହାତ ଉଠାନ୍ତି I ଏହା କେଉଁ ପ୍ରକାରର ଅନୁକରଣ ଅନ୍ତର୍ଗତ I

କ୍ଳାନ୍ତିକୁ କେତେ ଭାଗରେ ବିଭକ୍ତ କରାଯାଇଛି

କେଉଁ ମନୋବିଜ୍ଞାନୀଂକ ମତରେ ଶିକ୍ଷଣ ହେଉଛି “ ପ୍ରଗତିଶୀଳ ପୁନର୍ବଳନଯୁକ୍ତ ବ୍ୟବହାର ଗ୍ରହଣ ପ୍ରକ୍ରିୟା “

କାହାଦ୍ୱାରା ଶିକ୍ଷାର୍ଥୀର ଆଚରଣରେ ପରିବର୍ତ୍ତନ ହୋଇଥାଏ –

ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶିକ୍ଷକଂକର ପରୋକ୍ଷ ବ୍ୟବହାରର ଅନ୍ତର୍ଭୁକ୍ତ –

ଏକ ସମସ୍ୟାର ସମାଧାନର ସୂତ୍ର ନିର୍ଣ୍ଣୟ କରିବା ପାଇଁ ବ୍ୟକ୍ତିର ନିମ୍ନୋକ୍ତ କେଉଁଟି ଅପରିହାର୍ଯ୍ୟ ଅଟେ ?

ନିମ୍ନଲିଖିତ ମଧ୍ୟରୁ କେଉଁଟି ବାଳିକା ଶିକ୍ଷାର ଅନ୍ତରାୟ ସୃଷ୍ଟି କରେ

କେଉଁଟି ଚଳନ ବ୍ୟାଧିରେ କାରଣ ନୁହେଁ

ଅନ୍ତର୍ନିବେଶୀ ଶିକ୍ଷାକୁ ବୁଝିବାରେ କିଏ ସାହାଯ୍ୟ କରିଥାଏ –

ନିମ୍ନୋକ୍ତ ମଧ୍ୟରୁ ପ୍ରଥମେ କିଏ ବୁଦ୍ଧି ପରୀକ୍ଷଣ ଉପରେ ଗୁରୁତ୍ୱ ଦେଉଥିଲେ ?

ପ୍ରତିଭାଶାଳି ଶିକ୍ଷାର୍ଥିଂକ ନିମନ୍ତେ କେଉଁ ସ୍ୱତନ୍ତ୍ର ଶୈକ୍ଷିକ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ?

ଏକ ଆଦିବାସୀ ସମ୍ପ୍ରଦାୟର ସମ୍ମିଳିତ ଜୀବନର ଏକ ନିଦର୍ଶନ୍ ହେଉଛି –

ଗୀତଗାଇବା, ନାଚିବା, ଅଭିନୟ କରିବା ଏହା କେଉଁ ପ୍ରକାରର ଉପକରଣ

ଦକ୍ଷତାଭିତ୍ତିକ ପନ୍ଥା କାହା ଉପରେ ଆଧାରିତ –

ଶିକ୍ଷକକଂର ନିମ୍ନୋକ୍ତ କେଉଁ କାର୍ଯ୍ୟଟି ଛାତ୍ରଛାତ୍ରିମାନକଂର ମନରେ ଶିକ୍ଷଣ ପ୍ରତି ଆଗ୍ରହ ବୃଦ୍ଧି କରିଥାଏ ?

କର୍ମକୈନ୍ଦ୍ରିକ ପାଠ୍ୟକ୍ରମରେ ଶିଶୁର କେଉଁ ପ୍ରବୃତ୍ତି ଉପରେ ଗୁରୁତ୍ୱ ଦିଆଯାଇଥାଏ ?

ସମ୍ବାଦ ପରିବେଷଣ ପଟା ନିମ୍ନୋକ୍ତ କେଉଁ ଶିକ୍ଷାଦାନ ଉପକରଣ ଅଟେ ?

ଅଭ୍ୟାସ ପୁସ୍ତିକା ନିମ୍ନୋକ୍ତ କେଉଁ ପ୍ରକାର ସାମଗ୍ରୀ ଶ୍ରେଣୀଭୁକ୍ତ ଅଟେ –

ନିଦାନାମୁକ୍ତ ପରୀକ୍ଷଣ ଦ୍ୱାରା ଶିକ୍ଷାର୍ଥୀର –

ଅତିସଂକ୍ଷିପ୍ତ ଉତ୍ତର ମୂଳକ ପ୍ରଶ୍ନରେ-

ନିମ୍ନଲିଖିତ ମଧ୍ୟରୁ କେଉଁଟି ଗଠନମୂଳକ ମୂଲ୍ୟାୟନର ବିଶେଷତ ?

ବୌଦ୍ଧିକ କ୍ଷେତ୍ରରେ ମାନ ନିର୍ଦ୍ଧାରଣ ପାଇଁ ନିମ୍ନୋକ୍ତ କେଉଁ କୌଶଳଟି ବ୍ୟବହୃତ ହୋଇଥାଏ ?

ନିର୍ଦ୍ଧାରଣ ମାପକ ଦ୍ୱାରା ପର୍ଯ୍ୟବେକ୍ଷଣ କରାଯାଏ-

ରେଟିଂ ସ୍କେଲର ଫଳପ୍ରଦ ବ୍ୟବହାର ହୋଇଥାଏ –

ପ୍ରଦତ୍ତ ଅନୁଛେଦଟିକୁ ପଢି ନିମ୍ନରେ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଲେଖ

ଅରଣ୍ୟ ଭାରତୀୟ ସଭ୍ୟତାର କେନ୍ଦ୍ର  I ପାଶ୍ଚାତ୍ୟ ଦେଶର ପ୍ରତିଭାଶାଳୀ ବ୍ୟକ୍ତିମାନେ ଅଧିକାଂଶ ସହରରେ ଲାଳିତ ପାଳିତ ନହେଲେ ମଧ୍ୟ ସେମାନକଂ ଜୀବନର କାର୍ଯ୍ୟକ୍ଷେତ୍ର ପ୍ରଧାନତଃ ସହର I ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ବର୍ତ୍ତମାନ ଭାରତ ଯାହା ହେଉନା କାହିକିଁ, ଆବହମାନ କାଳରୁ ଭାରତ ମହାପୁରୁଷ ମାନେ ଅରଣ୍ୟକୁ ଆପଣାର ସାଧନା ଏବଂ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ I ଭାରତର ଯେଉଁ ସମସ୍ତ ତତ୍ତ୍ୱ ପ୍ରାଚୀନ କାଳରେ ପୃଥିବୀକୁ ଆଲୋକ ଦେଇଥିଲା, ଅଦ୍ୟାପି ଯାହା ଭାରତୀୟ ସଭ୍ୟତାର ମୂଳଭିତ୍ତି ରୂପେ ବିଦ୍ୟମାନ୍, ସେ ସମସ୍ତର ଆବିର୍ଭାବ ବନପ୍ରଦେଶରେ I ଯେଉଁ ଯୋଗୀ ଋଷିମାନକଂର ପବିତ୍ର ସ୍ମୃତି ଅଦ୍ୟାପି ଭାରତ ପ୍ରାଣରେ ଜାତୀୟ ଅହକାଂର ଏବଂ ଗୌରବ ଜନ୍ମାଇଥାଏ, ଅରଣ୍ୟ ହିଁ ସେମାନକଂର ଅଧିଷ୍ଠାନ ଏବଂ ସାଧନାପୀଠ ଥିଲା I ବାଲ୍ୟାବସ୍ଥାରେ ଭାରତର ସନ୍ତାନମାନେ ଏହିଠାରେ ଆର୍ଯ୍ୟଋଷି ମାନକଂ ଚରଣ ତଳେ ବସି ଶିକ୍ଷାଲାଭ କରୁଥିଲେ I ଏମନ୍ତିକା ରାଜା,ମହାରାଜାମାନେ ଜୀବନର ଶେଷ ଦଶାରେ ରାଜ୍ୟ,ଧନ ସମ୍ପଦ ପରିତ୍ୟାଗ କରି ‘ମୁନିବନ ତରୁଛୟାରେ ଆଶ୍ରୟ ନେଇ ଜୀବନକୁ କୃତାର୍ଥ ମଣୁଥିଲେ I’

                           ଭାରତର କାବ୍ୟ , ନାଟକ ପୁରାଣାଦିରେ ଅରଣ୍ୟର ଗୌରବ ବିଶେଷ ଭାବରେ ପ୍ରକଟିତ ହୋଇଅଛି I ‘ଶକୁନ୍ତଳା’ , ‘କୁମାର ସମ୍ଭବ’ , ‘ଉତ୍ତର ରାମଚରିତ’ ପ୍ରଭୃତି ଉତ୍କୃଷ୍ଟ ଓ ସୁନ୍ଦର ସାହିତ୍ୟରେ ବନ ପ୍ରଦେଶର ଯେଉଁ ଚିତ୍ର କରାଯାଇଛି ଏବଂ ସେଠାରେ ଘଟଣା ସକଳର ଯେପରି ସନ୍ନିବେଶ କରାଯାଇଅଛି, ତାହା ହୋଇ ନଥିଲେ ସେଥିରେ କବିକଂର ପୂର୍ବପ୍ରାଣତା ପ୍ରକାଶ ପାଇଥାନ୍ତା କି ନା ସନ୍ଦେହ I ଭାରତର ଭାବୁକ ମାନେ କାଳେ କାଳେ ପ୍ରକୃତି ପ୍ରେରଣାର ମୂଳ ନିଦାନ ବୋଲି ଗ୍ରହଣ କରିଛନ୍ତି, ପ୍ରକୃତି ସେମାନକଂ ନିକଟରେ ନିର୍ଜୀବଏବଂ ଜଡ ନୁହେଁ I ତାହା ଏକ ମହାଶକ୍ତି,ସେମାନେ ପ୍ରକୃତି ସହିତ ଏହି ଘନିଷ୍ଟ ମିଳନ ଦ୍ୱାରା ବିଶ୍ୱ ପ୍ରାଣରେ ନିଜପ୍ରାଣ ଏବଂ ନିଜ ପ୍ରାଣରେ ବିଶ୍ୱପ୍ରାଣକୁ ଅନୁଭବ କରିପାରୁଥିଲେ I ମହାକାବ୍ୟ ମାନକଂରେ ଯେଉଁ ସବୁ ମହାପୁରୁଷ ମାନକଂର ଉଲେଖ୍ୟ ଦିଆଯାଇଛି ସେମାନେ ସଂସାର କ୍ଷେତ୍ରରେ ସମାଜର ନେତୃତ୍ୱ ନେବା ପୂର୍ବରୁ ଜୀବନର ସଂଯମ ଏବଂ ସାଧନା ନିମନ୍ତେ ଦୀର୍ଘକାଳ ଅରଣ୍ୟରେ ଅତିବାହିତ କରୁଥିଲେ I ରାମଚନ୍ଦ୍ରକୁଂ ଅଯୋଧ୍ୟାର ସିଂହାସନରେ ବସାଇବା ପୂର୍ବରୁ କବିବର ବାଲ୍ମୀକି ଘଟଣାର ଏପରି ସନ୍ନିବେଶ କରିଛନ୍ତି ଯେ ଅରଣ୍ୟ ପ୍ରଦେଶରେ ତାକଂ ଚଉଦବର୍ଷ କାଳ ନାନାବିଧି ଦୁଃଖ ଦୁର୍ବିପାକ ଭୋଗ କରିବାକୁ ପଡିଛି I

ଭାରତୀୟ ସଭ୍ୟତାର କେନ୍ଦ୍ର କିଏ ?

ରାଜା ମହାରାଜା ମାନେ ଶେଷ ଜୀବନ କେଉଁଠାରେ ବିତାଉଥିଲେ ?

ଅରଣ୍ୟର ଗୌରବ କେଉଁଥିରେ ପ୍ରକଟିତ ହୋଇଅଛି ?

ଭାବୁକମାନକଂ ନିକଟରେ ପ୍ରକୃତି କିଭଳି ପ୍ରତିଭାତ ହୁଏ ?

କାହାକୁ ଚଉଦବର୍ଷ କାଳ ଅରଣ୍ୟରେ ବିତାଇବାକୁ ପଡିଛି ?

ନିମ୍ନପ୍ରଦତ୍ତ କବିତାଂଶଟି ପାଠକରି ତଳେ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଲେଖ :

ରହ ଆରେ କାଠୁରିଆ ନ ପକାଅ ହାଣି

ଶୁଣ କାନ ଡେରି ଥରେ ଏ ଗଛ କାହାଣୀ I

ନ ଫୁଟୁ ପଛକେ ବାସଫୁଲ ଗଛ ଦେହେ

ନ ଉଡୁ ପଛକେ ମଧୁମକ୍ଷିକା ସେନେହେ I

ବସି କୁହୁକୁହୁ ତାନେ ନବ ମଧୁକାଳେ

ନ ଗାଉ କୋକିଳ ପଛେ ଫୁଲଭରା ଡାଳେ I

ନଫଳୁ ପଛେ ଏ ଗଛେ ମିଠା ମିଠା ଫଳ

ଖରାବେଳେ ବାଟୋଇ ତ ବସେ ଏହା ତଳେ I

ଛାଡି ଯାଅ କାଠୁରିଆ ନ ପକାଅ ହାଣି

ଶୁଣ କାନ ଡେରି ଥରେ ଏ ଗଛ କାହାଣୀ I

କାଠୁରିଆ ନ ହାଣ ସେ ଗଛ୍, ରହ ରହ

ତାହାକୁ ଲଗାଇ ଗଲେ ପିତୃପିତାମହ I

କେତେ ଦୁଃଖ ସୁଖ ସେ ଯେ ଦେଖିଛି ଆମ୍ଭର

କେତେ ଝିଅ ପୁଅ କେତେ ଯାତ ବିଭାଘର I

ମନେ ପଡେ ପିଲାଦିନେ ଏହାରି ମୂଳରେ

ଖେଳୁଥିଲି ମୁହିଁ ଖେଳ ସାଥି ଗହଳରେ I

ଏବେ ବାଲ୍ୟକାଳେ ପୋଥି ଧରି ଛାଇତଳେ

ପଢଇ ବସି ମୁଁ ସଞ ସକାଳେ ନିଶ୍କଳେ I

କାଠୁରିଆ ନହାଣ ସେ ଗଛ, ରହ ରହ

ଦେଖିଅଛି ଏ ଗଛ ମୋ ପିତୃପିତାମହ I

ନହାଣ ଏ ଗଛ ଶୁଣଶୁଣ ମୋର ବାଣୀ

ଥାଉ ମୁଁ ଜୀବନେ ଗଛ ନ ପାରିବ ହାଣଇ I

ଗଛଟିକୁ ହାଣିବାପାଇଁ ପିଲାଟି କାହାକୁ ମନା କରିଛି ?

କାହା ତଳେ ବାଟୋଇ ବସିଯାଏ ?

ଗଛ କି କି ଘଟଣା ସବୁଦେଖିଛି  ?

ପିଲାଟି ବାଲ୍ୟ କାଳରେ ଗଛ ମୂଳେ ବସି କ୍’ଣ କରୁଥିଲା ?

ଗଛଟି କହାକୁ ଦେଖିଅଛି ?

ମୂଲ୍ୟାୟନ ଫଳାଫଳକୁ ପଞିକରଣ କାହିଁକି କରାଯିବ ?

ଭାବର ଆଦାନ ପ୍ରଦାନ ପାଇଁ କ’ଣ ଦରକାର ?

ବ୍ୟାବହାରିକ ବ୍ୟାକରଣ କ୍’ଣ ?

ଖାଣ୍ଟି ସୁନା ଠାରୁ ଖାଣ୍ଟି ଆମର ମାଟି - ଏହି କଥାରୁ କେଉଁ ଭାବ ପ୍ରକାଶ ପାଉଛି ?

କେଉଁ ଶବ୍ଦଟି ସମପର୍ଯ୍ୟାୟବାଚୀ ନୁହେଁ ?

ଧ୍ୱନିର ପ୍ରତିନିଧିତ୍ୱ କରୁଥିବା ଲିପିକୁ କ୍’ଣ କୁହାଯାଏ ?

‘ବ’ ବର୍ଣ୍ଣ କେଉଁ ବର୍ଗର ଅନ୍ତର୍ଭୁକ୍ତ ?

ହାକୁଟି କେଉଁ ଶବ୍ଦ ?

କେଉଁ ବିଶେଷ୍ୟ ପଦକୁ କେବଳ ଅନୁଭବ କରିହୁଏ I

‘ଅନେକକଂ ମଧ୍ୟରେ ବୃହତ୍ତ ‘- ଏକ ପଦରେ ପ୍ରକାଶ କଲେ କ୍’ଣ ହେବ I

ଯୋଗ – ଏହି ଶବ୍ଦରେ ପ୍ରକୃତି ପ୍ରତ୍ୟୟ କ୍’ଣ ହେବ ?

କେଉଁ ପଦଟି ତଦ୍ଧିତ ଚିହ୍ନାଅ I

‘ଆପେ’ କେଉଁ ବାଚକ ସର୍ବନାମ ?

ଭାଷା ସଞ୍ଚରଣ ପ୍ରକ୍ରିୟା କାହାକୁ କୁହାଯାଏ ?

ଭକ୍ତ କବି କିଏ ?

ଭାଷାଶିକ୍ଷାର ଉଦ୍ଦେଶ୍ୟ କଣ ?

ତାତ୍ତ୍ୱିକ ପଠନ କେଉଁଥିପାଇଁ କରାଯାଇଥାଏ I

ସୃଜନାତ୍ମକ ଲିଖନ କ୍’ଣ ?

ଥାଳି+ଆ=ଥାଳିଆ ଏଠାରେ ‘ଆ’ କେଉଁ ଅର୍ଥରେ ବ୍ୟବହୃତ ହୋଇଛି ?

କେଉଁ କାରଣ ପାଇଁ ପିଲାକଂ ମଧ୍ୟରେ ଭିନ୍ନତା ଦେଖାଦିଏ ?

Speaking skills or competency deals with the ability to speak _________

Speaking and writing are grouped as ______

It is important for the teacher to help the pupil ______

At the initial primary or beginning stage, a child learns language from

Learning of foreign language is ____

Recitation , story and dialogue provide sufficient scope to the learners __________

____ method is based on the principle of sound-letter relationship.

The chief purpose of extensive reading is to concentrate on _______

I need some ____ to do the calculation.

The wounded tiger dragged ________ into the cave.

Nobody _______ the man yet.

When the teacher entered the class , the students ________

Some people find morning walk ______

The wires are lying ________ the road

The house is ______ fire.

My pleasure consists _____ giving you my best.

Strike the iron _______ it is hot.

The passive voice of “The farmers are growing the paddy” is __________

The active voice of “The food may be eaten by the beggar “ is _____

The indirect speech of , The teacher said to the pupils, “Work hard for your examination”

Read the passage carefully and answer the question.

Long ago there was a king named Brahmadatta. He was the king of Benaras. One day , as he was sitting alone in his palace, a strange thought came into his mind. He said to himself , “All the kings of India built their palaces supported by many pillars. But I’ll build a palace with the support of a single pillar.”

He wished to be the first king among all other kings who could build his palace with the support of a single pillar. Then he called his craftsmen (skilled persons who make beautiful things by hand) and told them about his intention.

“It’ll (will) be done ,your Majesty”, they said and went into the forest. There they found a tree worthy (fit) to be the single pillar of such a palace.

The strange thought that struck king Brahmadatta’s mind was that _____

The king told his intention to _______

A strange thought came into Brahmadatta’s mind __________

The word “intention” in the passage means ______

What did the craftsmen discover to make a single-pillared palace for the king ?

Read the passage carefully and answer the question.

When Vishu Maharana left for the work of building this great temple, his wife remained at home. Shortly after (soon) she gavr birth to a son . She named him Dharmapada and affectionately (lovingly) called him “Dharama”. She took great care of her only child. The boy grew up in body and mind . From the very early days he showed interest in carving stones like his father. At school he learnt to how read and write within a short time. Then he started studying the books of his father which were written on palm leaves. From those books he studied the science of constructing temples.

            But Dharma was sad for one thing. He had not seen his father. He had heard from his mother all about him. He was proud of his father who was constructing (building) the great Sun Temple at Konark and was eager to see him. He was equally eager (restless) to see the great temple.

Dharma was Vishnu Maharana’s ______

Apart from showing eagerness to see his father , Dharama was also eager ____

Dharama was proud of his father since ________

From very childhood ,Dharama showed promises of ______

From the books written by his father Dharma _________

ମୂଲ୍ୟାୟନର ଉପଯୋଗିତା କେଉଁମାନକଂ ପାଇଁ ?

ନିମ୍ନ କେଉଁ ଶିକ୍ଷଣ ପଦ୍ଧତି ଶିଶୁମାନକଂ ପାଇଁ ଉପଯୁକ୍ତ ?

କେଉଁ ପଦ୍ଧତିରେ ଜ୍ଞାତରୁ ଅଜ୍ଞାତ ଆଡକୁ ଅଗ୍ରସର ହେବାକୁ ପଡିଥାଏ ?

ପ୍ରତିକାରମୂଳକ ଶିକ୍ଷଣ ବ୍ୟବସ୍ଥା କେଉଁ ପ୍ରକାର ଶିକ୍ଷାର୍ଥୀମାନକଂ ପାଇଁ କରାଯାଏ ?

ନିମ୍ନଲିଖିତ ମଧ୍ୟରୁ କେଉଁଟି ଗଣିତର ଏକ ପ୍ରକୃତି ?

କେଉଁ ବିଧିରେ ଅର୍ଜିତ ଜ୍ଞାନ ସ୍ଥାୟୀ ହୋଇଥାଏ ?

ବିଦ୍ୟାର୍ଥିମାନେ ବର୍ଗଚିତ୍ରର ସଂଜ୍ଞା ଓ ଧର୍ମ କହିପାରିବା- କେଉଁ ଶିକ୍ଷଣ ଦକ୍ଷତା ସାଧିତ ହେଉଛି ?

କୌଣସି ପାଠ୍ୟକ୍ରମରେ ନାମଲେଖା ପାଇଁ କେଉଁ ମୂଲୟାନ

ବାସ୍ତବବାଦ ଶିକ୍ଷାର ପ୍ରବର୍ତ୍ତକ କିଏ ?

ଜ୍ଞାନ ସଂଗଠନ ପନ୍ଥାର ମତକୁ କେଉଁ ଶିକ୍ଷାବିତ ସମର୍ଥନ କରୁଥିଲେ ?

କେଉଁ ସେଟର ଯୋଗାତ୍ମକ ଅଭେଦ ନାହିଁ ?

ଅପରିମେୟ ସଂଖ୍ୟା ସମ୍ବନ୍ଧୀୟ ତତ୍ତ୍ୱ କିଏ ବାହାର କରିଥିଲେ ?

କନା ମିଟରକୁ 20 ଟକାଂ ଦରରେ 3 ମିଟର କନାର ଦାମ କେତେ ?

କୌଣସି ସଂଖ୍ୟାର କେଉଁ ସ୍ଥାନରେ ଥିବା ଅକଂଟିର ସ୍ଥାନୀୟମାନ ଓ ସାଧାରଣ ମାନ ସମାନ ଅଟେ ?

377 ରେ କେଉଁ କ୍ଷୁଦ୍ରତମ ସଂଖ୍ୟା ଯୋଗ କଲେ ଏହା 2 ଦ୍ୱାରା ବିଭାଜ୍ୟ ହେବ ?

6 ଲିଟର ଯେ କେତେ ମିଲିଲିଟର ?

ଗୋଟିଏ ଘଡିରେ ମିନିଟ କଣ୍ଟାଟି 90 ଡିଗ୍ରୀ ଘୂରିବା ପାଇଁ କେତେ ସମୟ ନିଏ ?

ତରଳ ପଦାର୍ଥ ମାପିବା ପାଇଁ ନିମ୍ନୋକ୍ତ କେଉଁ ଏକକ ବ୍ୟବହାର କରାଯାଏ ?

ଏକ ସହରରୁ ହରି ର ଘର 200 କି.ମି. ଦୂର I ସେ ବସରେ 40 କି.ମି. ଆସିଲେ , ତାହା ସମୁଦାୟ ଦୂରତାର ଶତକଡା କେତେ ?

9 am ରୁ 3 pm ପର୍ଯ୍ୟନ୍ତ ସମୟଟି ନିମ୍ନୋକ୍ତ କେଉଁଟି ?

360 ଡିଗ୍ରୀ = କେତେ ରେଡିଆନ ?

ଦୁଇଟି ପରସ୍ପର ଛେଦୀ ରେଖାଦ୍ୱାରା ଗଠିତ ଗୋଟିଏ ଯୋଡା ପ୍ରତୀପ କୋଣ ପ୍ରତ୍ୟେକ ସୂକ୍ଷ୍ମକୋଣ ହେଲେ,ଅନ୍ୟ ଯୋଡା ପ୍ରତୀପ କୋଣ ମଧ୍ୟରୁ ପ୍ରତ୍ୟେକ ନିମ୍ନୋକ୍ତ ମଧ୍ୟରୁ କେଉଁଟି ?

କୌଣସି ତ୍ରିଭୁଜର ଭରକେନ୍ଦ୍ର ନିରୂପଣ କରିବା ନିମିତ୍ତ କେତୋଟି ମଧ୍ୟମା ଅକଂନ କରିବା ଆବଶ୍ୟକ ?

ଗୋଟିଏ ଚତୁର୍ଭୁଜର କୋଣମାନକଂର ଅନୁପାତ 1 : 3 : 7 : 9 ହେଲେ , ବୃହତ୍ତମ କୋଣର ପରିମାଣ କେତେ ?

ଏକ ଆୟତଚିତ୍ରର କେଉଁଟି ସମାନ ହେଲେ ତାହା ବର୍ଗଚିତ୍ର ହେବ ?

ଗୋଟିଏ ବୃତ୍ତର ଏକ ଜ୍ୟାର ଦୈର୍ଘ୍ୟ 8 ସେ.ମି. ଓ ଏହା କେନ୍ଦ୍ରଠାରୁ 3 ସେ.ମି. ଦୂରରେ ଅବସ୍ଥିତ I ବୃତ୍ତର ବ୍ୟାସର ଦୈର୍ଘ୍ୟ ‌‌‌‌‌‌‌‌‌‌‌‌‌‌‌‌‌‌ ‌‌‌‌ ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌___________ ସେ.ମି.

ଗୋଟିଏ ବର୍ଗକ୍ଷେତ୍ର ର କ୍ଷେତ୍ରଫଳ 1600 ବର୍ଗମିଟର ହେଲେ ଏହାର ପରିସୀମା କେତେ ?

ଭୂମିର ବ୍ୟାସାର୍ଦ୍ଧ r=20 ସେ. ମି. ଓ l ବକ୍ର ଉଚ୍ଚତା l= 14 ହେଲେ କୋନର ବକ୍ରତଳର କ୍ଷେତ୍ରଫଳ = ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌________ I

ଗୋଟିଏ ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ 144 ବ୍.ସେ.ମି. ହେଲେ ବ୍ୟାସାର୍ଦ୍ଧ କେତେ ?

ସଂଗୃହୀତ ତଥ୍ୟକୁ ନିମ୍ନୋକ୍ତ କ୍’ଣ କୁହାଯାଏ ?

ଇତିହାସ ଅଧ୍ୟାପନାରେ ‘ଉପକଥା’ ର ଉପଯୋଗ ଅତି ସାବଧାନର ସହିତ କରଯାଏ କାହିଁକି ?

ପରିବେଶ ଅଧ୍ୟୟନ ସଂପର୍କିତ ପର୍ଯ୍ୟବେକ୍ଷଣ ପଦ୍ଧତିର କ୍ରମାନ୍ୱୟ ସୋପାନଗୁଡିକ ହେଉଛି ‌‌‌‌‌‌‌---

କିଏ କହିଥିଲେ, “ପ୍ରକଳ୍ପ ହେଉଛି ବିଦ୍ୟାଳୟକୁ ପ୍ରେରିତ ଏକ ବାସ୍ତବ ଜୀବନ ପରିସ୍ଥିତି ?

ପରିବେଶ ଅଧ୍ୟୟନରେ ଶିକ୍ଷକ ଏକ ସମସ୍ୟାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରନ୍ତି ଓ ତାହାର ସମାଧାନ ସଗେଂ ସଗେଂ ହୋଇଥାଏ I ଏହି ପଦ୍ଧତିଟି ହେଉଛି-

ପରିବେଶ ଅଧ୍ୟୟନର ଏକ ବାସ୍ତବ ପଦ୍ଧତି ହେଉଛି –

କେଉଁ ପଦ୍ଧତି ଦ୍ୱାରା ଆହରିତ ଜ୍ଞାନ ପରବର୍ତ୍ତୀ ଜୀବନରେ ଅଧିକ ଉପାଦେୟ ?

ନିମ୍ନୋକ୍ତ ମଧ୍ୟରୁ କିଏ ଗଳ୍ପ ମାଧ୍ୟମରେ ଶିକ୍ଷାଦାନକୁ ଗୁରୁତ୍ୱ ଦେଉଥିଲେ ?

କେଉଁଟି ଏକ ପର୍ଯ୍ୟବେକ୍ଷଣ ବିଜ୍ଞାନ ?

ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭୂଗୋଳ ଶିକ୍ଷଣର ଅଭିଧାନ ?

କେଉଁ ପରୀକ୍ଷଣ ଦ୍ୱାରା ଶିକ୍ଷାର୍ଥୀର ଭାବ ବିନିମୟ ଦକ୍ଷତାର ବିକାଶ ସାଧିତ ହୁଏ ?

କିଏ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଫିସର ?

ଏକଲକ୍ଷରୁ ଊର୍ଦ୍ଧ୍ୱ ଥିବା ଜନସଂଖ୍ୟା ବିଶିଷ୍ଟ ସହରରେ କ୍’ଣ ଗଠନ କରାଯାଏ ?

ଭାରତୀୟ ସମ୍ବିଧାନର ରକ୍ଷକ କିଏ ?

ଆମ ଦେଶର କେଉଁ ପଦାଧିକାରୀ କେନ୍ଦ୍ର ସରକାର ପାଇଁ ଆବଶ୍ୟକ ବେଳେ ଅର୍ଡିନାନସ ଜାରି କରିଥାନ୍ତି ?

ନିମ୍ନୋକ୍ତ ମଧ୍ୟରୁ କିଏ ଚିଠା ପ୍ରସ୍ତୁତ କମିଟିର ସଭାପତି ଥିଲେ ?

କିଏ ରାଜ୍ୟ ରେଡକ୍ରସ ସଂସ୍ଥାର ମୁଖ୍ୟ ?

କେଉଁ ପଡୋଶୀ ଦେଶଟି ଉତ୍ତର ଦିଗରେ ଭାରତର ସୀମାକୁ ସ୍ପର୍ଶ କରି ନାହିଁ ?

କେଉଁ ନଦୀ ଓଡିଶାର ଉପକୂଳବର୍ତ୍ତୀ ସମତଳ ଅଞ୍ଚଳର ଉତ୍ତର ସୀମା ନିର୍ଦ୍ଧାରଣ କରେ ?

କେଉଁ ନଦୀଟି ଶିମିଳିପାଳରୁ ଉତ୍ପତ୍ତିଲାଭ କରିଛି ?

କେଉଁଟି ସ୍ୱଳ୍ପକାଳୀନ ମରୁଡି ପ୍ରତିକାର ବ୍ୟବସ୍ଥା ?

ପ୍ରାକୃତିକ ଗ୍ୟାସ କେଉଁ ସମ୍ବଳର ଅନ୍ତର୍ଗତ ?

କେଉଁ ମୃତ୍ତିକାରେ ଫସଫରସର ମାତ୍ରା ଅଧିକ ଓ ଯବକ୍ଷାରଜାନ କମ ?

କେଉଁ ଖଣିଜପିଣ୍ଡରୁ ଆଲୁମିନିୟମ ମିଳେ ?

ହାତୀମାନକଂ ରକ୍ଷଣାବେକ୍ଷଣ ପାଇଁ ଓଡିଶାରେ କେଉଁ ଅଭୟାରଣ୍ୟ ରହିଛି ?

‘ଜୟ ହିନ୍ଦ୍’ କାହାର ଧ୍ୱନି ଥିଲା ?

କେଉଁଟି ଓଡିଶାର ପ୍ରଥମ ସୁସଂଗଠିତ ରାଜନୀତିକ ଅନୁଷ୍ଠାନ ?

ଗୋଟିଏ ପିଲାର ଦାନ୍ତର ମାଢି ଫୁଲି ରକ୍ତ ବୋହୁଛି I ତେବେ ପିଲାଟିକୁ କେଉଁ ରୋଗ ହୋଇଛି ?

କେଉଁ ଟିକା ଯକ୍ଷ୍ମା ରୋଗରୁ ରକ୍ଷା କରେ ?

ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭୂତାଣୁ ଜନିତ ରୋଗ ?

ପୃଥିବୀର ଅକ୍ଷ ଢଳିକରି ନ ରହି ଲମ୍ବ ଭାବେ ରହିଲେ କ୍’ଣ ହେବ ?

error: Content is protected !!