Odia Grammar Set-3

No. of questions - 24

Time - 10 min

ସେ ପୁସ୍ତକଟି ଦେବାକୁ କହିଥିଲା ମାତ୍ର ଦେଲା ନାହିଁ । - ବାକ୍ୟରେ “ମାତ୍ର” କେଉଁ ପ୍ରକାର ଅବ୍ୟୟ ?

ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ ମୋ କଥା ଶୁଣିଲେ ନାହିଁ । ବାକ୍ୟଟିରେ କେଉଁଟି ବୀପସାର୍ଥକ ଅବ୍ୟୟ ପଦ?

ରେଖାଙ୍କିତ ପଦଟି କେଉଁ ପ୍ରକାର ଅବ୍ୟୟ ?

' ଗଲାଣି   ଗଲା କଥାରେ ସଙ୍ଗାତ ‘

ଭାବବାଚକ ଅବ୍ୟୟ ପଦଟିକୁ ଚିହ୍ନାଅ :

ରେଖାଙ୍କିତ ପଦଟି କି ପ୍ରକାର ଅବ୍ୟୟ ?

ମାଆ , ମାତୃଭୂମି, ମାତୃଭାଷା ପରି ଆଉ କେହି ବଡ ନୁହେଁ ।

ଯେଉଁ ପଦ ଳିଙ୍ଗ, ବଚନ , କାରକ, ବିଭକ୍ତି, ଭେଦରେ ପରିବର୍ତ୍ତିତ ହୁଏ ନାହିଁ ।

ରେଖାଙ୍କିତ ପଦଟି କି ପ୍ରକାର ଅବ୍ୟୟ ?

ନିର୍ବାଚନ ଦ୍ଵାରା ପ୍ରତିନିଧି ବଛା ହୁଅନ୍ତି ।

ରେଖାଙ୍କିତ ପଦଟି କି ପ୍ରକାର ଅବ୍ୟୟ ?

ଥରକୁ ଥର ପଡି ତଳେ

ଚାଲଇ ଅଭ୍ଯାସର ବଲେ ।

ରେଖାଙ୍କିତ ପଦଗୁଡିକ କି ପ୍ରକାର ଅବ୍ୟୟ ?

ଯେଡେ ବାଉଁଶକୁ ସେଡେ ପୋଲ ।

ରେଖାଙ୍କିତ ପଦଟି କି ପ୍ରକାର ଅବ୍ୟୟ ?

ଯଦି ତୁମେ ଆସିବ , ମୁଁ ଯିବି ।

ରେଖାଙ୍କିତ ପଦଗୁଡିକ କି ପ୍ରକାର ଅବ୍ୟୟ ?

ଘଣ୍ଟା ଠଣ ଠଣ ବାଜିଲା ।

ରେଖାଙ୍କିତ ପଦଗୁଡିକ କି ପ୍ରକାର ଅବ୍ୟୟ ?

ବିଦ୍ୟା-ସମ୍ପଦେ ଯଥା ନମନ୍ତି ବୁଧେ

ରେଖାଙ୍କିତ ପଦଗୁଡିକ କି ପ୍ରକାର ଅବ୍ୟୟ ?

ରାମ କିମ୍ବା ହଋ କିଏ ହେଲେ ଆସିବ I

ରେଖାଙ୍କିତ ପଦଗୁଡିକ କି ପ୍ରକାର ଅବ୍ୟୟ ?

ତୁ ଯାଆନା I

ରେଖାଙ୍କିତ ପଦଗୁଡିକ କି ପ୍ରକାର ଅବ୍ୟୟ ?

ବାପା ପୁଅକୁ କହିଲେ- ତୁ ଯା’ନି ଚିନି  ଆଣିବାକୁ ।

ରେଖାଙ୍କିତ ପଦଗୁଡିକ କି ପ୍ରକାର ଅବ୍ୟୟ ?

ରାମ ଶ୍ୟାମ ଆଦି କେହି ଆସିନାହାନ୍ତି l

ରେଖାଙ୍କିତ ପଦଗୁଡିକ କି ପ୍ରକାର ଅବ୍ୟୟ ?

ଗଲାଣି ଗଲା କଥାରେ ସଙ୍ଗାତ l

ରେଖାଙ୍କିତ ପଦଗୁଡିକ କି ପ୍ରକାର ଅବ୍ୟୟ ?

ହେ ଟୋକା ଏଠାକୁ ଆ ।

ରେଖାଙ୍କିତ ପଦଗୁଡିକ କି ପ୍ରକାର ଅବ୍ୟୟ ?

ଟିକି ବୋହୁଟି, ଟିକିଏ ପାଣିକି ଯିବୁ ନାହିଁଟି

ରେଖାଙ୍କିତ ପଦଗୁଡିକ କି ପ୍ରକାର ଅବ୍ୟୟ ?

ସାରୁ ଖାଇଲେ ତଣ୍ଟି ଗଳଗଲ ହୁଏ ।

ରେଖାଙ୍କିତ ପଦଗୁଡିକ କି ପ୍ରକାର ଅବ୍ୟୟ ?

ତୁ କେଉଁ ଗାଈର ଗୋବର, ତୋତେ ପଚାରିଥାନ୍ତି ?

ରେଖାଙ୍କିତ ପଦଗୁଡିକ କି ପ୍ରକାର ଅବ୍ୟୟ ?

ଓଃ , କି ଗରମ !

ରେଖାଙ୍କିତ ପଦଗୁଡିକ କି ପ୍ରକାର ଅବ୍ୟୟ ?

ଚୋର ଟଙ୍କାଟୋକର ନେଇ ପଳାଇଛି ।

ଅବ୍ୟୟ – ଏହାର ଆକ୍ଷରିକ ଅର୍ଥଟି କ’ଣ ?

error: Content is protected !!