(ବିଶେଷଣ ପଦ) Odia Grammar Set-2

No. of questions - 14

Time - 5 min

ବୁଢାଲୋକଟି ବାଡି ଧରି ଚାଲୁଛି । ଏହି ବାକ୍ୟରେ ବିଶେଷଣ ପଦ କେଉଁଟି ?

ଭଙ୍ଗା ଘର- ଏଥିରେ ଭଙ୍ଗା ଘରର କେଉଁ କଥା ପ୍ରକାଶ କରୁଛି ?

ଘରଟି ଭଙ୍ଗା – ଏଥିରେ ଭଙ୍ଗା କି ବିଶେଷଣ ?

ଭଙ୍ଗା ଘର – ଏଥିରେ “ଭଙ୍ଗା” କି ପ୍ରକାର ବିଶେଷଣ ?

ରେଖାଙ୍କିତ ପଦଟି କି ବିଶେଷଣ ପଦ ?

ଅର୍ଜୁନକୁ ତୃତୀୟ ପାଣ୍ଡବ ।

ରେଖାଙ୍କିତ ପଦଟି କି ବିଶେଷଣ ?

ଆମେ ଦରିଦ୍ର

ରେଖାଙ୍କିତ ପଦଟି କି ବିଶେଷଣ ପଦ ?

ଶୋଇଲା ପୁଅର ଭାଗ ନାହିଁ ।

ରେଖାଙ୍କିତ ପଦଟି କି ପ୍ରକାର ବିଶେଷ୍ଯ ପଦ ?

ଏମନ୍ତ ଭୁଇଁ ଚାକୁଣ୍ଡା ବୁଣିଲେ ଉଠଇ ନାହିଁ ।

ରେଖାଙ୍କିତ ବିଶେଷଣଟି କି ପ୍ରକାର ବିଶେଷଣ ପଦ ?

ଏଭରେଷ୍ଟ ପୃଥିବୀର ଉଚ୍ଚତମ ଶୃଙ୍ଗ ।

ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ ?

ଟାଇଲ  ଘର ।

ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ ପଦ ?

ଖାଇବାର ପୁତ୍ର ଗଲା ମଥୁରାପୁରକୁ ଲୋ କୋଇଲି ।

ବିଶେଷଣ ପଦର ଆକ୍ଷରିକ ଅର୍ଥ କଣ ?

ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ ପଦ ?

ଠିକ ଯେପରି ଭୂତଟାଏ ପରି ଦିସୁଛି ।

ନିମ୍ନସ୍ଥ ପଦମାନଙ୍କ ଭିତରୁ କେଉଁଟି ବିଶେଷଣ ପଦ ?

error: Content is protected !!