( ପଦ ଓ ବିଶେଷ୍ଯ ) Odia Grammar – Set -1

No. of questions - 14

Time - 5 min

ଶବ୍ଦ ଓ ଅର୍ଥ ମଧ୍ୟରେଥିବା ସମ୍ବନ୍ଧକୁ ଆମେ କାହା ସହିତ ତୁଳନା କରିପାରିବା ?

ଯେଉଁ ପଦ କୌଣସି ନାମକୁ ପ୍ରକାଶ କରେ ତାକୁ କି ପଦ କହନ୍ତି ?

କେଉଁଟି ନାମବାଚକ ବିଶେଷ୍ଯ ?

କେଉଁଟି ଜାତିବାଚକ ବିଶେଷ୍ଯ ?

କେଉଁଟି ଅନ୍ୟ ୩ଟି ଠାରୁ ଅଲଗା ?

କେଉଁ ବିଶେଷ୍ଯ କେବଳ ଅନୁଭବ କରିହୁଏ , ମାତ୍ର ସ୍ପର୍ଶ କରିହୁଏ ନାହିଁ କି ଦେଖି ହୁଏ ନାହିଁ ?

କେଉଁଟି ବିଶେଷ୍ଯ ପଦ ?

କେଉଁଟି ବସ୍ତୁବାଚକ ବିଶେଷ୍ଯ ?

ବିଶେଷ୍ଯ ପଦକୁ ଆମେ କେଉଁଥିପାଇଁ ବାକ୍ୟରେ ବ୍ୟବହାର କରିପାରିବା ନାହିଁ ?

ରେଖାଙ୍କିତ ପଦଟି କି ପ୍ରକାର ବିଶେଷ୍ୟ ପଦ ?

କାଳିଦାସଙ୍କୁ ଭାରତର ସେକ୍ସପିୟର କୁହାଯାଏ ।

ନାମବାଚକ ବିଶେଷ୍ୟକୁ ଆଉ କଣ କୁହାଯାଏ ?

ପ୍ରତ୍ଯେକ ବସ୍ତୁ, ବ୍ୟକ୍ତି, ଜାତିକୁ ଚିହ୍ନାଇବା ପାଇଁ କେଉଁ ପଦର ସାହାଯ୍ୟ ନିଆଯାଏ ?

ବାକ୍ୟରେ ଯାହା ବିଷୟରେ କିଛି କୁହାଯାଏ, ତାକୁ କଣ କହନ୍ତି ?

ବିଶେଷ୍ଯ – ଏହି ନାମକରଣରୁ କଣ ସୁଚିତା ହୁଏ ?

error: Content is protected !!